ପିଲାମାନଙ୍କର ଉଚତା ବଢାଇବା ପାଇଁ ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ - Kabisurya Nagar Odisha : Latest News, Events
Headlines News :
* Jan Dhan Yojna * Vedanta to double Odisha refinery capacity by 2015-end * Odisha: 40 persons have close shave after boat capsises * Odisha announces Rs 5 crore aid for J and K flood victims * PM congratulates Sania Mirza for winning US Open Mixed Doubles * IAF launches rescue operation in Jammu and Kashmir

NGO

Home » » ପିଲାମାନଙ୍କର ଉଚତା ବଢାଇବା ପାଇଁ ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ

ପିଲାମାନଙ୍କର ଉଚତା ବଢାଇବା ପାଇଁ ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ

 ଆଜିର ଜେନେରେସନ ଦିନକୁ ଦିନ ଉଚ୍ଚତା କମିବାରେ ଲାଗୁଛି ଯାହା ଯୋଗୁ ଆମେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧାରେ ପଡୁଛି, ଉଚ୍ଚତା ଜଣିତ ସମସ୍ୟାରେ ପଡି ଆମେ ତାହା ଚାକିରୀ ହେଉ ବା ଅନ୍ୟ କୋଉଠି ସବୁରେ ହଇରାଣ ହେଉଛୁ |ତେବେ ଏପରି କିଛି ସମସ୍ୟାରେ ଯଦି ଆପଣମାନେ ପଡିଛନ୍ତି ତାହେଲେ ଜମାବି ବ୍ୟସ୍ତ ହୁଅନ୍ତୁ ନାହିଁ, ଆଜି ମୁଁ ଆପଣ ମାନଙ୍କୁ ବତେଇବି କିଛି ଏପରି ଟିପ୍ସ ଯାହାକୁ ଆପଣମାନେ ଅନୁସରଣ କରି ଉଚ୍ଚତା ଭଳି ସମସ୍ୟାରୁ ପାଇପାରିବେ ସମ୍ପୂର୍ଣ୍ଣ. ମୁକ୍ତି |

ଆମେ ସମସ୍ତେ ସାଧାରଣତଃ ଜାଣିଛୁ କି ଉଚ୍ଚତା ବଡ଼ିବା କି କମ ହେବା ତାହା ଆମ ଜିନ ଉପରେ ନିର୍ଭର କରିଥାଏ, ଆଉ କିଛି ଏପରି ବି ଜିନିଷ ଯଥା ଉଚ୍ଚତା ବଢାଇବା ପାଇଁ ବ୍ୟବହୃତ ହେଉଥିବା ଖାଦ୍ୟ ଯଦି ବୟସ ଅନୁଯାୟୀ ଠିକ ପରିମାଣରେ ନ ଖାଇବା ତେବେ ଉଚ୍ଚତା ଭଳି ସମସ୍ୟା ଦେଖା ଯିବ |ଆମେ ଜାଣିଛୁ କି ପୁଅ ପିଲାମାନଙ୍କର ଉଚ୍ଚତା 11-18 ବର୍ଷ ଭିତରେ ପ୍ରବଳ ମାତ୍ରାରେ ବଢିବା ସହିତ 24 ବର୍ଷ ଯାଏ ବଢ଼ୁଥାଏ ତାପରେ ଆଉ ସେମିତି ବଡ଼ିନୋଥାଏ, ସେହିପରି ଝିଅ pila ମାନେ 10-12 ବର୍ଷ ଯାଏ ଉଚ୍ଚତା ଶୀଘ୍ର ବଢିଥାଏ, ଆମେ ଜାଣିଛୁ କି ଆମ ଶରୀରରେ ଥିବା ଗ୍ରଥ ହର୍ମୋନ ଆମ ପିଟୁଇଟାରୀ ଗ୍ରନ୍ଥିରୁ କ୍ଷରିତ ହୋଇଥାଏ ଓ H. G.H ଆମ ଶରୀରରେ ବୃଦ୍ଧିରେ ସହାୟକ ହୋଇଥାଏ |ତେବେ ଆସନ୍ତୁ ଜାଣିବା କୋଉ ପ୍ରକାର ଖାଦ୍ୟକୁ ଖାଇଲେ ଆମେ ଆମର ଉଚ୍ଚତା ଜଣିତ ସମସ୍ୟାକୁ ଦୂର କରିପାରିବା |



ଆବଶ୍ୟକ ଉପକରଣ :-

କଳା ଜିରା, ପେସ୍ତା ବାଦାମ 7 ଟି, ଆସ୍ଵାଗନ୍ଧା ପାଉଡର


ପ୍ରସ୍ତୁତି ପ୍ରଣାଳୀ :-

ଆମେ ଜାଣିଛୁ କି କଳା ଜିରାରେ ପ୍ରବଳ ମାତ୍ରାରେ ଫସ୍ଫୋରସ ଥାଏ ତାହା ଆମର ଉଚ୍ଚତା ବଢାଇବା ସହିତ ହଡକୁ ମଧ୍ୟ ଶକ୍ତ କରାଇଥାଏ |ତେବେ ପ୍ରଥମେ ମୁଁ ଗୋଟିଏ ବାଉଲ ନେବି ଆଉ ସେଥିରେ କଳା ଜିରା ଗୋଟିଏ ଚାମୋଚ ପକାଇବା ତା ପରେ ସେଥିରେ ସାତୋଟି ପେସ୍ତା ବାଦାମ ଦେବା ଆଉ ସେଥିରେ କିଛି ଆସ୍ଵାଗନ୍ଧା ପାଉଡର ମିଶାଇବା କାରଣ ଆପଣ ଜାଣିଛନ୍ତି କି ଆସ୍ଵାଗନ୍ଧା ଆମର ଉଚ୍ଚତା ବଢ଼ାଇ ବାରେ ସାହାଯ୍ୟ କରିଥାଏ | ତେବେ ଏହି ସବୁକୁ ପେଷ୍ଟ କରିକି ରଖିବା |




ବ୍ୟବହାର :-

ଏହି ପେଷ୍ଟକୁ ଆମେ ପ୍ରତେକ ଦିନ କ୍ଷୀର ସହିତ ମିଶାଇ ପିଇବା ଜରୁରୀ ଯଦି ଆପଣ ଓଟ କ୍ଷୀର ସହିତ ମିଶାଇ ପିଇବେ ତାହେଲେ ଅଧିକ ଲାଭବାନ ହେଇଥାଏ, ଯଦି ଆପଣ କ୍ଷୀର ଖାଉନାହାନ୍ତି ତେବେ ଗରମ ପାଣି ସହିତ ମିଶାଇ ପିଇପାରିବେ , ଆଉ ମନେ ରଖିବେ କି ଏହି ପେଷ୍ଟ ପିଇବା ଆଗରୁ ପ୍ରଚୁର ପରିମାଣରେ ଭରପୁର ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବେ ଆଉ ପ୍ରତେକ ଦିନ 15-20 ମିନିଟ ବେୟାମ କରିବେ |

ଏହି ସବୁ ଟିପ୍ସ ମାଣିଚଳିଲେ ଆପଣଙ୍କର ଉଚ୍ଚତା ଜଣିତ ସମସ୍ୟା ସବୁଦିନ ପାଇଁ ଦୂର ହେଇଯିବ |



Share this article :

0 comments:

Speak up your mind

Tell us what you're thinking... !

Cyclone Phailin in Ganjam Videos

 
Support : Creating Website | Johny Template | Mas Template
Design : Shiva Bhai
Proudly powered by Blogger
Copyright © 2019. Kabisurya Nagar Odisha : Latest News, Events - All Rights Reserved
Design by Shiva Published by Blogger